୧ ଅକ୍ଟୋବର
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଅକ୍ଟୋବର ବର୍ଷର ୨୭୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୭୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୯୧ ଦିନ ବାକି ଅଛି ।
<< | ଅକ୍ଟୋବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ||
୬ | ୭ | ୮ | ୯ | ୧୦ | ୧୧ | ୧୨ |
୧୩ | ୧୪ | ୧୫ | ୧୬ | ୧୭ | ୧୮ | ୧୯ |
୨୦ | ୨୧ | ୨୨ | ୨୩ | ୨୪ | ୨୫ | ୨୬ |
୨୭ | ୨୮ | ୨୯ | ୩୦ | ୩୧ | ||
୨୦୧୯ | ||||||
October 1 in recent years |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶନିବାର) |
୨୦୧୫ (ଗୁରୁବାର) |
୨୦୧୪ (ବୁଧବାର) |
୨୦୧୩ (ମଙ୍ଗଳବାର) |
୨୦୧୨ (ସୋମବାର) |
୨୦୧୧ (ଶନିବାର) |
୨୦୧୦ (ଶୁକ୍ରବାର) |
୨୦୦୯ (ଗୁରୁବାର) |
ଘଟଣାବଳୀ
ଜନ୍ମ
- ୧୮୭୦ – ଶ୍ରୀବତ୍ସ ପଣ୍ଡା, ଓଡ଼ିଆ ସାହିତ୍ୟିକ ଓ ସମାଜ ସଂସ୍କାରକ (ମୃତ୍ୟୁ: ୧୧ ମଇ ୧୯୪୩)
- ୧୯୩୯ – ରମେଶ ପ୍ରସାଦ ମହାପାତ୍ର, ପ୍ରତ୍ନତତ୍ତ୍ୱବିଦ ଓ ଓଡ଼ିଶା ଅଧ୍ୟୟନର ଗବେଷକ (ମୃତ୍ୟୁ: ୧୪ ଜାନୁଆରୀ ୧୯୮୯)
- ୧୮୪୭ – ଆନିବେସାନ୍ତ, ଜାତୀୟତାବାଦୀ, ବ୍ରହ୍ମବିଦ୍ୟା ବିଶେଷଜ୍ଞ, ଲେଖିକା ଏବଂ ବକ୍ତା (ମୃତ୍ୟୁ: ୨୦ ସେପ୍ଟେମ୍ବର ୧୯୩୩)
- ୧୯୫୨ – ରତି ରଞ୍ଜନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ମୃତ୍ୟୁ: ୧୯ ମଇ ୨୦୦୫)
ମୃତ୍ୟୁ
ପର୍ବପର୍ବାଣୀ
This article is issued from
Wikipedia.
The text is licensed under Creative
Commons - Attribution - Sharealike.
Additional terms may apply for the media files.