୩ ସେପ୍ଟେମ୍ବର

ଗ୍ରେଗୋରୀ ପାଞ୍ଜି ଅନୁସାରେ ୩ ସେପ୍ଟେମ୍ବର ବର୍ଷର ୨୪୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୯ ଦିନ ବାକି ଅଛି ।

୧୦୧୧୧୨୧୩୧୪
୧୫୧୬୧୭୧୮୧୯୨୦୨୧
୨୨୨୩୨୪୨୫୨୬୨୭୨୮
୨୯୩୦
  ୨୦୧୯ (ମଙ୍ଗଳବାର)
  ୨୦୧୮ (ସୋମବାର)
  ୨୦୧୭ (ରବିବାର)
  ୨୦୧୬ (ଶନିବାର)
  ୨୦୧୫ (ଗୁରୁବାର)
  ୨୦୧୪ (ବୁଧବାର)
  ୨୦୧୩ (ମଙ୍ଗଳବାର)
  ୨୦୧୨ (ସୋମବାର)
  ୨୦୧୧ (ଶନିବାର)
  ୨୦୧୦ (ଶୁକ୍ରବାର)

ଘଟଣାବଳୀ

[1]

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ସେନା ରିଗା ସ‌ହରରେ ପ୍ରବେଶ କରୁଥିବାର ଦୃଶ୍ୟ ।
  • ୧୭୨୫: ବ୍ରିଟେନ-ହାନୋଭର୍-ପ୍ରୁସିଆ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୧୯୧୭: ଜର୍ମାନୀ ପ୍ରଥମ ଥର ସନ୍ଧ୍ୟା ପରେ ଲଣ୍ଡନ ଉପରେ ବୋମା ପକାଇଥିଲା ।
  • ୧୯୩୦: ଆମେରିକା ଉପକୂଳରେ ଘୂର୍ଣ୍ଣିଝଡ଼ରେ ୨ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୩୪: ଟ୍ୟୁନିସିଆରେ ସ୍ୱାଧିନତା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ୧୯୪୯: ଚୀନର ଚିଆଙ୍ଗ୍‌କିଙ୍ଗ୍‌ଠାରେ ଅଗ୍ନିକାଣ୍ଡରେ ୭ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୬୭: ସ୍ୱିଡେନରେ ରାସ୍ତାର ଡାହାଣ ପାର୍ଶ୍ୱରେ ଗାଡ଼ି ଚଳାଇବା ନିୟମ ପ୍ରଣୟନ କରାଯାଇଥିଲା ।
  • ୧୯୯୫: ଇ-ବେ (eBay) ଅନ୍‌ଲାଇନ୍ କିଣାବିକା ସଂସ୍ଥା ପ୍ରତିଷ୍ଠା ହୋଇଥିଲା ।

ଜନ୍ମ

ଚାର୍ଲି ଶିନ୍
  • ୧୯୬୫: ଆମେରିକୀୟ ଅଭିନେତା ଚାର୍ଲି ଶିନ୍ (Charlie Sheen) ଜନ୍ମଗ୍ରହଣ କରିଥିଲେ ।

ଦେହାନ୍ତ

ବାର୍‌ବରା ଓ'ନେଲ୍
  • ୧୯୮୦: ଆମେରିକୀୟ ଅଭିନେତ୍ରୀ ବାର୍‌ବରା ଓ'ନେଲ୍ (Barbara O'Neil) ମୃତ୍ୟୁବରଣ କରିଥିଲେ ।

ପର୍ବପର୍ବାଣୀ

ଆଧାର

  1. [www.thesamaja.com "ଇତିହାସରେ ଆଜି"] Check |url= value (help). ସମାଜ. Retrieved 3 September 2016.

ବାହାର ଲିଙ୍କ

This article is issued from Wikipedia. The text is licensed under Creative Commons - Attribution - Sharealike. Additional terms may apply for the media files.