୫ ସେପ୍ଟେମ୍ବର
ଗ୍ରେଗୋରୀ ପାଞ୍ଜି ଅନୁସାରେ ୫ ସେପ୍ଟେମ୍ବର ବର୍ଷର ୨୪୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୭ ଦିନ ବାକି ଅଛି ।
<< | ସେପ୍ଟେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | ୭ |
୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
୨୯ | ୩୦ | |||||
୨୦୧୯ | ||||||
September 5 in recent years |
୨୦୧୮ (ବୁଧବାର) |
୨୦୧୭ (ମଙ୍ଗଳବାର) |
୨୦୧୬ (ସୋମବାର) |
୨୦୧୫ (ଶନିବାର) |
୨୦୧୪ (ଶୁକ୍ରବାର) |
୨୦୧୩ (ଗୁରୁବାର) |
୨୦୧୨ (ବୁଧବାର) |
୨୦୧୧ (ସୋମବାର) |
୨୦୧୦ (ରବିବାର) |
୨୦୦୯ (ଶନିବାର) |
ଘଟଣାବଳୀ
- ୧୮୩୯: ଚୀନ ବିରୁଦ୍ଧରେ ବ୍ରିଟେନ ଯୁଦ୍ଧ ଘୋଷଣା କରିଥିଲା ।
- ୧୮୮୭: ଇଂଲଣ୍ଡ ଥିଏଟର୍ ଅଗ୍ନିକାଣ୍ଡରେ ୧୮୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୪୪: ବେଲଜିଅମ-ନେଦରଲ୍ୟାଣ୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
- ୧୯୭୭: ଭଏଜର୍ ୧ (Voyager 1) ମହାକାଶଯାନର ଉତ୍କ୍ଷେପଣ ହୋଇଥିଲା ।
- ୧୯୯୧: ନେଲସନ ମଣ୍ଡେଲା ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
- ୨୦୧୪: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ଇବୋଲା ଭୂତାଣୁ ରୋଗରେ ଆକ୍ରାନ୍ତ ହୋଇ ୧,୯୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
ଜନ୍ମ
- ୧୮୮୮: ଡା. ସର୍ବପଲ୍ଲୀ ରାଧାକୃଷ୍ଣନ ଜନ୍ମଗ୍ରହଣ କରିଥିଲେ ।
- ୧୯୩୧: ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଲେଖକ ଧନେଶ୍ୱର ମହାପାତ୍ର ଜନ୍ମଗ୍ରହଣ କରିଥିଲେ ।
ଦେହାନ୍ତ
- ୨୦୧୬: ଦକ୍ଷିଣ ଆଫ୍ରିକାର ବ୍ଲୋମ୍ଫୋଣ୍ଟେନ୍ଠାରେ ୯୭ ବର୍ଷିୟ କ୍ରିକେଟ ଖେଳାଳୀ ଲିଣ୍ଡସେ ଟକେଟ୍ ମୃତ୍ୟୁବରଣ କରିଥିଲେ ।
ପର୍ବପର୍ବାଣୀ
- ୨୦୧୬: ଗଣେଶ ପୂଜା
ଏହାଛଡ଼ା ପ୍ରତି ବର୍ଷ ଏହି ତାରିଖରେ ସମ୍ପୂର୍ଣ୍ଣ ଭାରତରେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ ।
ଆଧାର
- [www.thesamaja.com "ଇତିହାସରେ ଆଜି"] Check
|url=
value (help). ସମାଜ. Retrieved 5 September 2016.
This article is issued from
Wikipedia.
The text is licensed under Creative
Commons - Attribution - Sharealike.
Additional terms may apply for the media files.